#ଟୋକିଓରେ_ନାଁ_ରଖିବେ_ଦୂତି_ଉତ୍ସାହ_ଭରିଲେ_ମୋଦି !
ଆଥ୍ଲେଟ୍ଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓ ଅଲିମ୍ପିକ୍ ଖେଳିବାକୁ ଥିବା 15 ଜଣ ଖେଳାଳିଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଓଡ଼ିଆ ଆଥ୍ଲେଟ୍ ଦୂତି ଚାନ୍ଦ ସହ କଥା ହୋଇ ଉତ୍ସାହ ଭରିଥିଲେ ମୋଦି
#ArgusNews #ArgusNewTV Narendra Modi #Olympics #Tokyo #athlete